ଭୁବନେଶ୍ୱର– ଭୁବନେଶ୍ୱରର ସମ ହସପିଟାଲ ଓ ଆଇଏମଏସ ଦ୍ୱାରା ପରିଚାଳିତ ।ଉ ଏକ ୫ ଶହ ବେଡ ବିଶିଷ୍ଟ ଆଉ ଏକ କୋବିଡ ହସପିଟାଲ ଆଗାମୀ ତିନି ଦିନ ମଧ୍ୟରେ ପ୍ରସ୍ତୁତ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆ ଯାଇଛି । ଏହି ହସପିଟାଲ ପାଇଁ ମହାନଦୀ କୋଲ ଫିଲ୍ଡ ପକ୍ଷରୁ ଆର୍ଥିକ ସହାୟତା ଦିଆ ଯାଇଛି ।
Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO
