ଗଞ୍ଜାମ– ଔଷଧ ଦୋକାନରେ ନିର୍ଦ୍ଧାରିତ ଦର ଠାରୁ ଅଧିକ ମୂଲ୍ୟରେ ସାନିଟାଇଜର୍ ବିକ୍ରୀ ହେଉଥିବା ଅଭିଯୋଗ ପାଇ ବ୍ରହ୍ମପୁର ସହର ସ୍ଥିତ ପାଣିଗ୍ରାହୀ ମେଡିକାଲ ଷ୍ଟୋରକୁ ବ୍ରହ୍ମପୁର ଡ୍ରଗ୍ ଇନିସପେକ୍ଟେର ସିଲ୍ କରିଛନ୍ତି । ଏତଦ୍ ବ୍ୟତୀତ ଆସିକା ରୋଡ ତାଲୁକାରେ ମଧ୍ୟ ଅନ୍ୟ ଏକ ଔଷଧ ଦୋକାନକୁ ବିଭାଗ ପକ୍ଷରୁ ସିଲ୍ କରାଯାଇଥିବା ଜଣାପଡିଛି ।
Related Stories
October 9, 2024
October 9, 2024