
ବାଲିପଡ଼ା:-କୁକୁଡାଖଣ୍ଡି ଅଧିନରେ ଥିବା ୧୦ଟି ମଡେଲ ଅଗଂନଓ୍ବାଡି କେନ୍ଦ୍ର ବୁଲି ଦେଖିଛନ୍ତି କୁକୁଡାଖଣ୍ଡି ବିଡିଓ ଗଦାଧର ପାତ୍ର।ବିଭିନ୍ନ ସମୟରେ ଅଗଂନଓ୍ବାଡି କେନ୍ଦ୍ର ଖୋଲାଯାଉନଥିବା ପୂବରୁ ଅଭିଯୋଗ ହେଉଥିଲା।ପରେ ରାଜ୍ୟସରକାରକଂ ପଷରୁ ପ୍ରତି ବ୍ଲକରେ ୧୦ଟି ଅଗଂନଓ୍ବାଡି କେନ୍ଦ୍ର ଗୁଡିକରେ ଆନୁସଗିଂକ ବ୍ୟବସ୍ଥା ରଖାଯାଇ ସେଗୁଡିକୁ ମୋଡେଲ କେନ୍ଦ୍ର ଭାବେ ପରିଗଣିତ କରାଗଲା।କେନ୍ଦ୍ର ଗୁଡିକ ସଫାସୁତୁରା ସହ ଉନ୍ନତ ମାନର ରୋଷେଇ ବ୍ୟବସ୍ଥା,ବହି,ବ୍ୟାଗ୍,ଖେଳନା,ବସିବା ପାଇଁ ଟେବଲ ,ଚେୟାର ସାମଗ୍ରୀ ଆଦି ରଖାଯାଇ ସୁନ୍ଦର କରାଯାଉଛି।ଛୋଟ କୋମଳମତି ପିଲାମାନକୁଂ ଅଗଂନଓ୍ବାଡି କେନ୍ଦ୍ର କୁ ଯାଇ ପଢିବା,ଖାଇବା ,ପିନ୍ଧିବା ପରି ବ୍ୟବସ୍ଥା ଦ୍ବାରା ପିଲାକୁଂ ଆକୃଷ୍ଟ କରିବା ପାଇଁ ରାଜ୍ୟସରକାର କୋଟିକୋଟି ଟକାଂ ବ୍ୟୟ କରାଯାଉଛି।ସେଗୁଡିକ ସଠିକ୍ ଭାବେ କୁକୁଡାଖଣ୍ଡି ବ୍ଲକରେ କରାଯାଉଛିକି ନାହିଁ କେନ୍ଦ୍ର ଗୁଡିକ ପରିଦଶନ କରି ତଦାରଖ କରିଥିଲେ।ଗୁରବାର ଗଂଜାମ ଜିଲ୍ଲାପାଳ ଆଇସିଡିଏସ କାଯ୍ୟକ୍ରମ ଉପରେ ସମୀଷା କରିବା ପରେ ବିଡିଓ ମଡେଲ ଅଗଂନଓ୍ବାଡି କେନ୍ଦ୍ର ଗୁଡିକୁ ଗସ୍ତ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO