ଭୁବନେଶ୍ୱର– ଦ୍ୱିତୀୟ ସରସଂଘଚାଳକ ଶ୍ରୀ ମାଧବ ରାଓ ସଦାଶିବ ରାଓ ଗୋଲୱଲକରଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ଶ୍ରୀ ମାଧବ ରାଓ ସଦାଶିବ ରାଓ ଗୋଲୱଲକରଙ୍କ ଜୟନ୍ତୀରେ ବିନମ୍ର ପ୍ରଣାମ ଜଣାଉଛି। ତାଙ୍କର ଜୀବନ ଦର୍ଶନ, ରାଷ୍ଟ୍ରହିତ ପାଇଁ ସମର୍ପଣ, ଜନସେବା ସର୍ବଦା ପ୍ରେରଣାଦାୟୀ।
