ଭୁବନେଶ୍ୱର– ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ ର ସଂଶୋଧନ ପାଇଁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ପୂର୍ବରୁ, ୧୦ ଗୋଟି ବିଭିନ୍ନ ପଦବୀ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ର ସିଡ୍ୟୁଲ -୧ ରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ବର୍ତମାନ, ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ର ନିୟମ-୩ ରେ ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ସିଡ୍ୟୁଲ -୧ ରେ ୧୦ଗୋଟି ବିଭିନ୍ନ ନୂତନ ପଦବୀଗୁଡିକୁ ଅନ୍ତର୍ଭୁକ୍ତ କରାଯିବ ।
ଅଫିସର ପଦବୀକୁ, ଦକ୍ଷତା ବିକାଶ ଓ ନୂତନ ନିୟମ ତଥା ଓଡିଶା ସରକାର ସର୍ଭାବଳୀ) ନିୟମାବଳୀ- ୨୦୨୪ ଦ୍ୱାରା ଉକ୍ତ ପଦନୀ ପ୍ରତିନଦଳରେ ଗୃହ ନିର୍ମାଣ (ସିଭିଲ/ ଇଲେକ୍ଟ୍ରି କାଲ/ଅଟୋମୋବାଇଲ) ଉକ୍ତ ସଂଶୋଧନ ଦ୍ୱାରା ପୂର୍ବରୁ ଅନ୍ତର୍ଭୁକ୍ତ ହୋଇଥିବା ଆସିଷ୍ଟାଣ୍ଟ ଟ୍ରେନିଂ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଆଇ.ଟି.ଆଇ ଟ୍ରେନର୍ସ ସର୍ଭିସ (ନିଯୁକ୍ତି ପଦ୍ଧତି ଓ ସେବା ପରିଚାଳିତ ହେବା କାରଣରୁ ବାଦ ଦିଆଯିବ । ଓ ନଗର ଉନ୍ନୟନ ବିଭାଗ ଅଧ୍ୱନସ୍ଥ କନିଷ୍ଠ ଯନ୍ତ୍ରୀ ପଦବୀକୁ ସେହି ସ୍ଥାନରେ ଅନ୍ତର୍ଭୁକ୍ତ କରାଯିବ। ପ୍ରବରଣ ଆୟୋଗ ସମୁଦାୟ ୨୦ ଗୋଟି ପଦବୀ ପରୀକ୍ଷାରେ ପରିଚାଳିତ କରିପାରିବେ ।
ବର୍ତମାନ, କ୍ୟାବିନେଟର ଅନୁମୋଦନ ପରିବର୍ତେ, ସରକାରଙ୍କ ଅନୁମୋଦନ ପରେ କୌଣସି ସେବା କିମ୍ବା ପଦବୀ ଏବଂ ସେହି ସେବା କିମ୍ବା ପଦବୀର ସିଲାବସକୁ ଯଥାକ୍ରମେ ମିଳିତ ବୈଷୟିକ ନିଯୁକ୍ତି ପରୀକ୍ଷା ନିୟମ, ୨୦୨୨ ର ସିଡ୍ୟୁଲ -୧ ଏବଂ ସିଡ୍ୟୁଲ -୨ ରେ ଅନ୍ତର୍ଭୁକ୍ତ କରାଯାଇପାରିବ କିମ୍ବା ବାଦ ଦିଆଯାଇପାରିବ।
