ଗଞ୍ଜାମ- ଵ୍ରହ୍ମପୁର ଶରଧାବାଲି ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କ ଦ୍ଵାରା ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏଥିରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସାମୁହିକ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା ।
ସର୍ବଶ୍ରୀ କେ. ଶିବ ପ୍ରସାଦ ରାଓ, ସଚ୍ଚିଦାନନ୍ଦ ନାୟକ, ଶିବରାମ ପାଣିଗ୍ରାହୀ, ମନୋରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ର ସାମଲ, ବଳରାମ ପାତ୍ର, ପ୍ରକାଶ ରାଓ, ମହେଶ୍ୱର ଗୌଡ଼, ଲକ୍ଷ୍ମୀଧର ତ୍ରିପାଠୀ, ବିପ୍ର ଚରଣ ପଟ୍ଟନାୟକ, ପ୍ରଭାକର ଦାସ, ସଦାନନ୍ଦ ପାତ୍ର, ଏମ ରଜେଶ୍ୱର୍ ରାଓ, ପ୍ରକାଶ ସାହୁ ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ ।
