ଭୁବନେଶ୍ୱର – ନବଗଠିତକେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀରଏବଂ ଲଦାଖରେସୂଚନା ଅଧିକାର ଆଇନ ଅନ୍ତର୍ଗତକୌଣସିସୂଚନା ପାଇବାଲାଗିସ୍ଥାନୀୟଭାବେ ଆବେଦନ କରାଯାଇପାରିବ । ଏ ସଂକ୍ରାନ୍ତରେବିଭିନ୍ନମହଲରେହେଉଥିବାବିଭ୍ରାନ୍ତିକରସୂଚନାକୁକେନ୍ଦ୍ରୀୟସୂଚନା ଆୟୋଗର ନୋଡାଲ ବିଭାଗ ତଥା କାର୍ମିକ ଓ ତାଲିମବିଭାଗରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ରସିଂ ଖଣ୍ଡନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଡ.ସିଂକହିଛନ୍ତି ଯେ ୩୧ ଅକ୍ଟୋବର, ୨୦୧୯ ପରଠାରୁକେନ୍ଦ୍ରଶାସିତ ପ୍ରଦେଶର ନୂଆବ୍ୟବସ୍ଥା ଲାଗୁହେବା ପରେ ମଧ୍ୟ ଉପରୋକ୍ତତିନୋଟିକ୍ଷେତ୍ରରେସ୍ଥାନୀୟଭାବେ ଆରଟିଆଇ ଆବେଦନ କରାଯାଇପାରିବ । ଜମ୍ମୁ ଓ କଶ୍ମୀରକେନ୍ଦ୍ରଶାସିତ ପ୍ରଦେଶ ମାନ୍ୟତା ପାଇଥିବାରୁ ଆରଟିଆଇ ଆବେଦନ ଦାଖଲ କରିବାଲାଗି ଆବେଦନକାରୀଙ୍କୁ ଦିଲ୍ଲୀ ଯାତ୍ରାକରିବାକୁ ପଡ଼ିବବୋଲିହେଉଥିବାଗୁଜବକୁସେ ଖଣ୍ଡନ କରିଛନ୍ତି । ଡ. ସିଂଏହି ପ୍ରସଙ୍ଗରେଭାରତରକେନ୍ଦ୍ରୀୟସୂଚନା ଆୟୁକ୍ତଶ୍ରୀସୁଧୀରଭାର୍ଗବଙ୍କସହିତବିସ୍ତୃତଭାବେ ଆଲୋଚନାକରିଥିଲେ ।ଏହା ପରେସେକହିଛନ୍ତି ଯେ ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ସାହସିକ ପଦକ୍ଷେପକୁ ପଣ୍ଡ କରିବାଉଦେ୍ଧଶ୍ୟରଖିସମାଜରେ ଥିବାକିଛି ନ୍ୟସ୍ତସ୍ୱାର୍ଥ ଗୋÂୀଏପରିମିଥ୍ୟା ପ୍ରଚାରଜାରିରଖିଛନ୍ତି ।
ଏ ସମ୍ପର୍କରେ ସ୍ପଷ୍ଟ ଭାବେ ଡ. ସିଂକହିଛନ୍ତି ଯେ ଗତ ୫ ବର୍ଷମଧ୍ୟରେମୋଦୀ ସରକାରଙ୍କ ଦ୍ୱାରା ଆରଟିଆଇ ଆବେଦନ ପ୍ରକ୍ରିୟାକୁବ୍ୟାପକସରଳଏବଂସମୟବଦ୍ଧ କରାଯାଇଛି । ଦେଶର ଅନ୍ୟ ପ୍ରାନ୍ତ ଭଳିଏହା ଜମ୍ମୁ ଓ କଶ୍ମୀରଏବଂ ଲଦାଖରେସମାନ ଭାବେଲାଗୁହେବ ।