
ଜଗନ୍ନାଥ ପ୍ରସାଦ ଠାରେ ଥିବ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର 24ତମ ବାର୍ଷିକ ଉଛବ ଧୁମଧାମ ରସହ ପାଳିତ ସମାରୋହରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ଲଷ୍ମୀ ଚରଣ ଦାଶ (ଗଞ୍ଜାମ ଜିଲା ଅବାହକ , ମୁଖ୍ୟ ବକ୍ତା ଶ୍ରୀଯୁକ୍ତ କୃତିବାସ ବିଶ୍ୱାଳ (ଅବସର ପ୍ରାପ୍ତ ଅଧକ୍ଷ, ), ସନମାନିୟ ଅତିଥି ଶ୍ରୀଯୁକ୍ତ ରଘୁନାଥ ପଣ୍ଡା (ସଂଯୋଜକ ), ଶ୍ରୀଯୁକ୍ତ ଦେବୀ ପ୍ରସାଦ ମହାପାତ୍ର (ସରପଞ୍ଚ, ଜଗନ୍ନାଥ ପ୍ରସାଦ ), ସଭାପତି ଶ୍ରୀଯୁକ୍ତ କୈଳାସ କୁମାର ପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ବ୍ରଜ କିଶୋର ଚୌଧୁରୀ ଅଧକ୍ଷା ଶ୍ରୀମତୀ ମାନସୀ ସେଠୀ, ମାତୃପ୍ରେମି ସୂର୍ଯ୍ୟ ନାରାୟଣ ପ୍ରଧାନ ମଞ୍ଚାସିନା ଥିଲେ ମୁଖ୍ୟ ବକ୍ତା ପ୍ରଦିପ ଜଳାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ଶ୍ରୀଅରବିନ୍ଦ ଏବଂ ଶ୍ରୀମା ଙ୍କର ବିଷୟରେ କିଛି ଶିକ୍ଷା ଦେଇଥିଲେ ପିଲାମାନେ କିଛି ଶିଖିବା ପରି ଉପଦେଶ ପ୍ରଦାନ କରିଥିଲେ ପିଲାମାନେ ବିଭିନ ପ୍ରକାର ନାଚ, କରିଥିଲେ ନଳ କୂପ ର କାହାଣୀ କୁ ଅତି ସୁନ୍ଦର ପ୍ରଦର୍ଶନ କରିଥିଲେ, ସ୍କୁଲ ର ସମସ୍ତ ଅପା, ଭାଇ ମାନ ଉପସ୍ଥିତ ଥିଲେ ଶେଷ ରେ ପିଲାଙ୍କୁ ପୁରସ୍କାର ପ୍ରଦାନ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO