ଭୁବନେଶ୍ୱର – ଆଗାମୀ ୬ ତାରିଖ ଦିନ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବା ସଂପର୍କରେ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ପ୍ରକାଶ କରିଥିବା କାର୍ଯ୍ୟକ୍ରମକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅନୁପସ୍ଥିତି ଯୋଗୁଁ ବାତିଲ କରାଯାଇଛି । ପରବର୍ତୀ ତାରିଖ ନିର୍ଦ୍ଧାରିତ ସମୟରେ ଘୋଷଣା କରାଯିବ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
Related Stories
December 2, 2024