
ଭୁବନେଶ୍ୱର– ଦୀଘାମନ୍ଦିରବିବାଦକୁନେଇଉପମୁଖ୍ୟମନ୍ତ୍ରୀକେଭିସିଂହଦେଓପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏ ସଂପର୍କରେଅବଗତଅଛନ୍ତି ।ପରବର୍ତ୍ତୀପଦକ୍ଷେପନିଆଯିବ। ଦେଶରେ୪ଧାମଅଛି, ଏହାବାଦ୍ଆଉଧାମକରିବାଠିକ୍ନୁହେଁ। ଜଗନ୍ନାଥଧାମକେବଳପୁରୀରେ, ଆଉକେଉଁଠିହୋଇପାରିବନିବୋଲି ସେ କହିଛନ୍ତି ।