
ଭୋପାଳ-କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଭୂମି ସଂଶୋଧନ ବିଭାଗ 26ଟି ରାଜ୍ୟ ତଥା ତିନୋଟି କେନ୍ଦ୍ର ଶାସିତ ଅଞ୍ଚଳର 152 ସହରାଞ୍ଚଳ ସ୍ଥାନୀୟ ସହରୀ ବସ୍ତିବାସିନ୍ଦାଙ୍କ ଜାତୀୟ ଭୂ-ସ୍ଥାନିକ ଜ୍ଞାନ ଆଧାରିତ ଭୂମି ସର୍ବେକ୍ଷଣ (ନକ୍ସା)ନାମକ ଏକ ପାଇଲଟ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି।କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ମୁଖ୍ୟମନ୍ତ୍ରୀ ଡ.ମୋହନ ଯାଦବ ଆଜି (ମଙ୍ଗଳବାର)ମପ୍ରର ରାୟସେନରେ କାର୍ଯ୍ୟକ୍ରମର ଉଦଘାଟନ କରିବେ।