ଭୁବନେଶ୍ୱର– ଝାରପଡା ଜେଲରେ ଆୟକର ବିଭାଗ । ଗିରଫ ଠକ ଦମ୍ପତି ହଂସିତା ଓ ଅନିଲଙ୍କୁ ଜେରା କରିବ 5 ଜଣିଆ ଟିମ । 6 ଘଣ୍ଟା ଜେରା ପାଇଁ ଆୟକର ବିଭାଗକୁ ମିଳିଛି ଅନୁମତି । ଠକ ଦମ୍ପତିଙ୍କ ବଡ଼ ବଡ଼ିଆ ଲିଙ୍କ୍ ନେଇ ପଚରାଉଚରା ହେବ । କେଉଁ ସୋର୍ସରୁ ଟଙ୍କା ଆସୁଥିଲା ସେ ନେଇ ହେବ ତଦନ୍ତ ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO