
ଭୁବନେଶ୍ୱର– ବୌଦ୍ଧର ଝିଅ ପ୍ରତ୍ୟୁଷାଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଲେ ମୁଖ୍ୟମନ୍ତ୍ରୀ । ବୌଦ୍ଧ ଜିଲ୍ଲାର ଜଟିଳ ରୋଗରେ ପୀଡିତ ଝିଅ ପ୍ରତ୍ୟୁଷା ଗିରୀଙ୍କୁ ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚଲକ୍ଷ ଟଙ୍କା ତ୍ୱରିତ ସହାୟତା ଅନୁମୋଦନ କରି ତୁରନ୍ତ ଯୋଗେଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।