ଭୁବନେଶ୍ୱର, ଗଣତନ୍ତ୍ର ରେ ବିରୋଧୀ ଙ୍କ ସ୍ୱର ଚପେଇବା ପାଇଁ ବାଚସ୍ପତି ଉଦ୍ୟମ କରିଛନ୍ତି । ନାଲି ଆଖି ଦେଖେଇଲେ ଚଳିବ ନାହିଁ ବିରୋଧି ଦଳ ସ୍ୱର ଚପେଇଲେ ଚଳିବ ନାହିଁ । ବିରୋଧୀ ଙ୍କ ସ୍ୱର ବନ୍ଦ ହେବ ନାହିଁ । ଦୋଷ ତ୍ରୁଟି କୁ ଉପସ୍ଥାପନା କରାଯିବ ।ବାଚସ୍ପତି ଙ୍କ ତାଗିତ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍କିକ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ମୁଁ ବାଚସ୍ପତି ଥିବା ବେଳେ ସେ କିଭଳି ବ୍ୟବହାର କରିଥିଲେ ଓଡ଼ିଶା ଦେଖିଥିଲା । ଆମେ ସେ ପର୍ଯ୍ୟନ୍ତ ଯାଇନୁ ସେମାନେ ବାଧ୍ୟ କଲେ ଆମେ ସେ ପର୍ଯ୍ୟନ୍ତ ଯିବୁ ।
Related Stories
January 23, 2025
January 23, 2025