ଭୁବନେଶ୍ୱର– ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ବରିଷ୍ଠ ନେତାଙ୍କ ମେଳିକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସଂଗଠନ ପାଇଁ ବୟସ ବାଧକ ନୁହଁ। ମୋ ଦେହ ଖରାପ ଅଛି। ସେଥିପାଇଁ ମୋ ବନ୍ଧୁ ମାନେ ଭେଟିବାକୁ ଆସିଥିଲେ ।
Related Stories
January 15, 2025