ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଭାଷା ଆନ୍ଦୋଳନର ଅନ୍ଯତମ ପୁରୋଧା ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ। ଜଣେ ସୁଶାସକ ଭାବେ ଓଡ଼ିଶାର ବିକାଶରେ ତାଙ୍କର ବହୁମୂଲ୍ୟ ଅବଦାନ ଚିର ସ୍ମରଣୀୟ।
Related Stories
January 14, 2025
January 14, 2025