ଭୁବନେଶ୍ବର– ଦୁର୍ନୀତିରେ ମାତିଛନ୍ତି ସମବାୟ ସମିତି କର୍ମଚାରୀ ଓ ଅଧିକାରୀ । 409 ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ । କିଛି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନେକ ଅସାଧୁ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ଆଉ କିଛି ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଛି । ଭିଜିଲାନ୍ସ ତଦନ୍ତ ଚାଲିଥିବା ଗୃହରେ କହିଲେ ସମବାୟ ମନ୍ତ୍ରୀ ।
Related Stories
January 14, 2025
January 14, 2025