ଭୁବନେଶ୍ବର– ୪ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୬ ହଜାର ୫୮୭ କୋଟି ଟଙ୍କା ବାକି ରହିଛି । ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସେସୁ ବାକି ରଖିଛି ୨ ହଜାର ୬୫୧ କୋଟି, ନେକ୍ସୋର ୯୫୧ କୋଟି । ଓସ୍କୋ ବାକି ରଖିଛି ୧୬୭୭ କୋଟି, ସାଉଥକୋର ୧୩୦୦ କୋଟି ବାକି ରହିଛି । ଟାଟା ଅଧିକୃତ କରିବା ପରେ ଗ୍ରୀଡକୋ ତାର ବକେୟା ପ୍ରଦାନ କରୁଛି ।
Related Stories
January 13, 2025
January 13, 2025