ଭୁବନେଶ୍ୱର– ନୀତି ଆୟୋଗ ଢାଞ୍ଚାରେ ରାଜ୍ୟ ଯୋଜନା ବୋର୍ଡ଼ର ହେବ ପୁନର୍ଗଠନ । ବିଶେଷଜ୍ଞ ମାନଙ୍କ ସହ ଆଲୋଚନା କରୁଛନ୍ତି ରାଜ୍ୟ ସରକାର । ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ସରକାରରେ ବିଗତ ୨୪ ବର୍ଷ ମଧ୍ୟରେ ମାତ୍ର ଦୁଇ ଥର ବସିଛି ଯୋଜନା ବୋର୍ଡ ବୈଠକ । ୨୦୦୩ ଓ ୨୦୦୭ ରେ ଶେଷ ଥର ପାଇଁ ବସିଥିଲା ରାଜ୍ୟ ଯୋଜନା ବୋର୍ଡ ବୈଠକ ।
Related Stories
December 2, 2024