ଭୁବନେଶ୍ୱର- ଦୁର୍ବଳ ହେଲା ଭୀଷଣ ବାତ୍ୟା ଦାନା । ପଶ୍ଚିମରେ ଥିବା ଗୁରୁଚାପ ବଳୟର ଉପସ୍ଥିତି ଯୋଗୁଁ କ୍ରମାଗତ ଭାବେ ଶୁଷ୍କ ବାୟୁ ପ୍ରବାହ ତଥା ବାତ୍ୟାଟି ହେନ୍ତାଳବନ ଏବଂ ସ୍ଥଳ ଭାଗ ସହ ପ୍ରତିକ୍ରିୟା ଯୋଗୁଁ ବିଶେଷ ଶକ୍ତିଶାଳୀ ହେବାରେ ବାଧା ଉପୁଜି ଥିଲା । ଫଳରେ ଭୀଷଣ ବାତ୍ୟା ଦାନା ଦୁର୍ବଳ ହୋଇଥିବା ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ ।
Related Stories
July 27, 2024