କେନ୍ଦୁଝର– କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ତେଲକୋଇ ଶାଖାରେ ଋଣ ଦୁର୍ନୀତି । ଘଟଣାରେ ବ୍ୟାଙ୍କର ୩ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଋଣ ହଡ଼ପ ମାମଲାରେ ସମ୍ପୃକ୍ତ ତିନି କର୍ମଚାରୀଙ୍କୁ ଗିରଫ କରିଛି ତେଲକୋଇ ପୋଲିସ । ଏମାନେ ୨ ଜଣ ଗ୍ରାହକଙ୍କ ଠାରୁ ୩ ଲକ୍ଷରୁ ଅଧିକ ଟଙ୍କା ଋଣ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା।
Related Stories
December 9, 2024