![](https://indokalingtimes.com/wp-content/uploads/2020/01/4f7515b43129e744fb93cb4c167ab234b639caabd01a60ca9c58dad2770471f5_1.jpg)
![](https://indokalingtimes.com/wp-content/uploads/2020/01/4f7515b43129e744fb93cb4c167ab234b639caabd01a60ca9c58dad2770471f5_1-300x200.jpg)
ଭୁବନେଶ୍ୱର – ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି ୪ ଙ୍କର ଏକାଦଶ ବୈଠକ ବିଧାୟକ ଶ୍ରୀ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି ।
ବିଧାନସଭାସ୍ଥିତ ପ୍ରକୋÂ ନଂ-୫୪ରେ ଅନୁÂିତ ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ବିଜ୍ଞାନ ଓ କାରିଗରୀ, ଇଲେକ୍ଟ୍ରୋନିr ଓ ସୂ·ନ ପ୍ରଯୁକ୍ତି ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ସାଧାରଣ କାର୍ଯ୍ୟାବଳୀ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ଏହି ବୈଠକରେ କମିଟିର ସଭ୍ୟଙ୍କ ସମେତ ଉପରୋକ୍ତ ବିଭାଗର ବରିÂ ପଦାଧିକାରୀମାନେ ଉପସ୍ଥିତ ଥିଲେ ।