ଭୁବନେଶ୍ୱର– ମାଲକାନଗିରି ଜିଲ୍ଲା କ୍ଷେତ୍ରଫଳ ଦୃଷ୍ଟିରୁ ଖୁବ ବଡ ଜିଲ୍ଲା । ତେଣୁ ଡାଇଲିସିସ ରୋଗୀ ମାନଙ୍କର ସୁବିଧା ପାଇଁ କାଲିମେଳା ଓ ମାଥିଲୀ ଠାରେ ଡାଇଲିସିସ ଚିକିତ୍ସା ସୁବିଧା ଆରମ୍ଭ କରାଯାଉ । ମାଲକାନଗିରିର ବିଧାୟକ ନରସିଂହ ମାଡକାମୀ ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଏହି ଦାବି କରିଛନ୍ତି ।
Related Stories
October 9, 2024
October 9, 2024