ଭୁବନେଶ୍ୱର– ନିଜ ପ୍ରଚାର ପାଇଁ ଝୋଟ ବ୍ୟାଗ୍ ବାଣ୍ଟି 247 କୋଟି ଉଡ଼ାଇ ଦେଇଥିଲେ ପୂର୍ବ ବିଜେଡ଼ି ସରକାର । ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଏନେଇ ଉତ୍ତର ରଖିଛନ୍ତି । ଝୋଟ ବ୍ୟାଗ ବଣ୍ଟନରେ ଖର୍ଚ୍ଚ ହୋଇଥିଲା 247 କୋଟି 36 ଲକ୍ଷ ଟଙ୍କା । ସେହିପରି ପ୍ରତି ପରିବାର ପିଛା ଦିଆଯାଇଥିଲା 1000 ଟଙ୍କା । ଏଥିପାଇଁ ବ୍ୟୟବରାଦ ହୋଇଥିଲା 959 କୋଟି 5 ଲକ୍ଷ ଟଙ୍କା ବୋଲି ମନ୍ତ୍ରୀ କହିଛନ୍ତି ।
Related Stories
November 23, 2024