
ଭଞ୍ଜନଗର- ଭଞ୍ଜନଗର ନିକଟ କୁଲାଡ଼ ଗ୍ରାମର ଯୁବ ଫୋଟ ଗ୍ରାଫର, ବିଜେପି କର୍ମୀ, ବଜରଙ୍ଗ ଦଳ ସଦସ୍ୟ ଥିବା ସିଲୁ ରଥଙ୍କ ଗତକାଲି ରାତି ୮ଟାରେ କଟକ ଠାରେ ଅକାଳ ବିୟୋଗ ଘଟିଛି।ଆଜି ସକାଳେ ତାଙ୍କ ମର ଶରୀର ଆସି ନିଜ ଗ୍ରାମରେ ପହଞ୍ଚିଥିଲା। ଏଠାରେ ତାଙ୍କ ପରିବାର ଲୋକ, ସମ୍ପର୍କୀୟ ଙ୍କ ସମେତ ଘୁମୁସର ଫୋଟ ଗ୍ରାଫର ଆସୋସିଏସନ ର କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିବା ସହ ଶେଷ ଦର୍ଶନ କରିଥିଲେ। ଏଥିରେ ଜି.ପି.ଏ ର ବିରଞ୍ଚି ପ୍ରସାଦ ମିଶ୍ର, ଜୟକୃଷ୍ଣ ପଟ୍ଟନାୟକ, ସୁକାନ୍ତ ମହାନ୍ତି, ସାଗର ବେହେରା, ସିପୁ ଦାସ, ଭଞ୍ଜ ମହାପାତ୍ର,ସନ୍ତୋଷ କୁମାର ପଣ୍ଡା,ସନ୍ଦୀପ ପାଢ଼ୀ, ସୁରଥ ସାହୁ, ସୁଶାନ୍ତ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO