
ଭୁବନେଶ୍ବର: କଟକ ମାରୱାଡ଼ି ସମାଜର ଅଧ୍ୟକ୍ଷ ଓ ସମାଜସେବୀ, ଔଦ୍ୟୋଗିକ ବିଜୟ କୁମାର ଖଣ୍ଡେଲଵାଲ କୁ ଅଖିଳ ଭାରତୀୟ ମାରୱାଡ଼ି ସମାଜର ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରା ଯାଇଛି। ବିଜୟ କୁମାର ଖଣ୍ଡେଲଵାଲ ଏହା ଛଡ଼ା ଆଉ ଅନେକ sports organization ରେ ନେତୃତ୍ବ ନେଉଛନ୍ତି। ଏହି ସଫଳତା ପାଇଥିବା ରୂ ତାଙ୍କ ଶୁଭେଛୁ ମାନେ ଶୁଭେଚ୍ଛା ଜଣାଇଛନ୍ତି।