ଓଡିଶା ବିଭାଗୀୟ ସ୍ଥାୟୀ କମିଟି ୮ର ଅଷ୍ଟମ ବୈଠକ ଅନୁÂିତ desk January 13, 2020 1 min read ଭୁବନେଶ୍ୱର- ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୮ଙ୍କର ଅଷ୍ଟମ ବୈଠକ ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଅନୁÂିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋÂ ନଂ-୫୫ରେ ଅନୁÂିତ ଏହି ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବଜେଟ୍ ଓ କାର୍ଯ୍ୟାବଳୀ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ କମିଟିର ସଭ୍ୟଙ୍କ ସମେତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବରିÂ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । Tags: house committee meeting Continue Reading Previous: ଘୁମୁସର ଫୋଟ ଗ୍ରାଫର ଆସୋସିଏସନ ର ନୂତନ କର୍ମକର୍ତ୍ତା ଙ୍କ ଦାୟିତ୍ୱଗ୍ରହଣNext: ଜୈବିକ ସାର ଫଳ ଓ ପନିପରିବା ବିଦେଶରେ ଅଧିକ ·ହିଦା ରହିଛି : ବାଚସ୍ପତି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 19 October 2025 Important news ଓଡିଶା Indo Kaling Times 19 October 2025 Important news October 19, 2025 ପୂର୍ଣ୍ଣାଙ୍ଗ ଶିକ୍ଷା ଏକାଡେମୀ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ, 1 min read ଓଡିଶା ପୂର୍ଣ୍ଣାଙ୍ଗ ଶିକ୍ଷା ଏକାଡେମୀ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ, October 19, 2025 ପୁରୀ ଜିଲ୍ଲା ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଓଡିଶା ପୁରୀ ଜିଲ୍ଲା ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ, October 19, 2025