ନୂଆଦିଲ୍ଲୀ, ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସୋସିଆଲ ମିଡିଆ ଏକ୍ସରେ ରେଳମନ୍ତ୍ରୀ କହିଛନ୍ତି ଯେ, ଏନଏଫଆର ଜୋନରେ ଦୁର୍ଭାଗ୍ୟଜନକ ଦୁର୍ଘଟଣା । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ରେଳବାଇ, ଏନଡିଆରଏଫ ଏବଂ ଏସଡିଆରଏଫ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି । ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବରିଷ୍ଠ ଅଧିକାରୀମାନେ ସାଇଟରେ ପହଞ୍ଚିଥିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ।
Related Stories
October 9, 2024