
ଭଞ୍ଜନଗର – ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ନିକଟ ରଙ୍ଗ ମୁଣ୍ଡିଆ ର ଏକ ବିଲ ମଧ୍ୟରେ ଚାଲିଥିବା ଜୁଆଅଡ୍ଡା ଉପରେ ବୁଧବାର ସନ୍ଧ୍ୟା ୭ଟା ସମୟରେ ପୋଲିସ ଅଚାନକ ଚଢ଼ାଉ କରି ଜାମପଲ୍ଲୀ,ଭେଜିପୁଟ, ଗାମୁଣ୍ଡି ଓ ବଡ କୋଦଣ୍ଡା ଗ୍ରାମର ୮ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୨୦,୧୩୦ଟଙ୍କା, ୭ଟି ମୋବାଇଲ ଓ ୫ଟି ବାଇକ ଜବତ ହୋଇଛି।ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO