ଭୁବନେଶ୍ୱର/ଜଳେଶ୍ଵର, ବିଜେଡ଼ି ଛାଡ଼ିଲେ ବାଲେଶ୍ୱର ଜିଲ୍ଲା ଯୁଗ୍ମ ସଂପାଦକ ରାଜେଶ କୁମାର ଖଟୁଆ । ଜିଲ୍ଲା ଯୁଗ୍ମ ସଂପାଦକ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜେଶ । ସେ ଜିଲ୍ଲା ସଭାପତିଙ୍କୁ ଚିଠି ଲେଖି ଦଳରୁ ଇସ୍ତଫା ଦେଇଛନ୍ତି । ଦଳ ଛାଡିବା ପରେ ସେ କହିଛନ୍ତି ଯେ, ଦଳ ନୀତି ନୈତିକତା ହରାଇଛି, ତେଣୁ ବିଜେଡ଼ିରେ ଭଲ ନେତାଙ୍କ ସ୍ଥାନ ନାହିଁ । ତେଣୁ ଦଳ ଛାଡ଼ିଥିବା କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO