
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଉର୍ଜାବାନ ଓଡ଼ିଶା ପରିବାର ପକ୍ଷରୁ ସ୍ଥାନୀୟ. ଦଶାବତାର ମଠ ଗୁଣ୍ଡିଚା ମନ୍ଦିର ଠାରେ ନିଃଶୁଳ୍କ ଟଙ୍କ ତୋରାଣି ବିତରଣ ଶିବିର ବ୍ୟବସ୍ଥା କରାଯାଇଛି l ଏହି ଟଙ୍କ ତୋରାଣି ବିତରଣ ଶିବିର କୁ (City dsp) ଶ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଟାଉନ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଉଦ୍ଘାଟନ କରିଥିଲେl ଅତିଥି ଭାବେ ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାସ ଉପସ୍ଥିତ ରହିଥିବା ବେଳେ ଅନୁଷ୍ଠାନ ର ସଭାପତି ସନ୍ତୋଷ ସେନାପତି ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର,ସମ୍ପାଦିକା ନିହାରିକା ତ୍ରିପାଠୀ ରଶ୍ମି ରଞ୍ଜନ ନାୟକ, ଜିତେନ୍ଦ୍ର ପାତ୍ର, ଜଗନ୍ନାଥ ପଣ୍ଡା, ଝାନ୍ସୀ ରାନୀ ମିଶ୍ର, ସସ୍ମିତା ଜେନା, ସନ୍ତୋଷୀ ଭୋଇ, ରାଜକୁମାରୀ, କଳ୍ପନା ଦାସ, ଆଦର୍ଶ ମିଶ୍ର, ସଚ୍ଚିଦାନନ୍ଦ ବିଶୋଇ, ଦିଲ୍ଲୀପ ଚି଼ନେରା, ସପନ ଜାନା, ନିରଞ୍ଜନ ଜେନା, ଅଂଶୁମାନ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଟଙ୍କ ତୋରାଣି ବିତରଣ କରିଥିଲେ l