ଭୁବନେଶ୍ୱର/ନୂଆପଡା, ନୂଆପଡ଼ା ବନ ବିଭାଗ ବିପୁଳ ପରିମାଣର ଶାଗୁଆନ କାଠ ଜବତ କରିଛି । ନୂଆପଡ଼ା ଥାନା ପଗାର ପାଣି ମଧୁପୁର ଗାଁର ଶୁକ୍ରୁ ମାଝିଙ୍କ ଘରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ନୂଆପଡ଼ା ବନ ବିଭାଗ । ଆଜି ନୂଆପଡ଼ା ଫରେଷ୍ଟର ଖଗେ ମାଝିଙ୍କ ନେତୃତ୍ୱରେ ଏକ ଟିମ୍ ଶାଗୁଆନ କାଠ ଜବତ କରିବା ସହ ଅଭିଯୁକ୍ତ ସୁକୃ ମାଝିକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO