ଭୁବନେଶ୍ୱର/ ଜଳେଶ୍ୱର, ଘର ଉପରେ ପଡ଼ିଲା ବଜ୍ରପାତ । ଅଳ୍ପକେ ବର୍ତ୍ତିଲେ ପରିବାରର ୬ଜଣ ସଦସ୍ୟ। ବଜ୍ରପାତରେ ଆଜବେଷ୍ଟସ ଭାଙ୍ଗିଯାଇଥିବା ବେଳେ ଟିଭି, ଫ୍ୟାନ ,ବିଦ୍ୟୁତ ସଂଯୋଗୀକରଣ ସମଗ୍ରୀ ପୋଡିଯାଇଛି । ଜଳେଶ୍ୱର ଚାଲନ୍ତି ଗ୍ରାମର ଉମାକାନ୍ତ ଗିରିଙ୍କ ଘର ଉପରେ ବଜ୍ରପାତ ପଡ଼ିଥିବା ସୂଚନା ମିଳିଛି। ସକାଳ ୮.୩୦ରୁ ୯ ମଧ୍ୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO