ଭୁବନେଶ୍ୱର କୋରାପୁଟ,କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ତଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଜଣା ପଡିଛି । ତାଙ୍କୁ ହତ୍ୟା ପରେ ମାଟି ତଳେ ପୋତି ଦେଇଥିବା ସୂଚନା ମିଳିଛି । ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ଅନୁମାନ କରାଯାଉଛି । କିଏ କାହିଁକି ହତ୍ୟା କରିଛି କାରଣ ଅସ୍ପଷ୍ଟ ରହିଛି । ମୃତ ପୂର୍ବତନ ସରପଞ୍ଚ ହେଉଛନ୍ତି ସୀଙ୍ଗୁରୁ ତାଡିଙ୍ଗ ।
Related Stories
December 9, 2024