ଭୁବନେଶ୍ୱର/ବାଲେଶ୍ୱର, ରାଜ୍ୟରେ ବେଧଡକ ଚାଲିଛି ଗୋରୁ ଚୋରା ଚାଲାଣ । ବାଲେଶ୍ୱର ଜିଲ୍ଲା ସୋର ଥାନା ବାରିକପୁର ବଜାରରୁ ବିଳମ୍ବିତ ରାତିରେ ବେଆଇନ ଭାବରେ ଗୋରୁ ଚାଲାଣ ହେଉଥିବା ବେଳେ ସୋର ପୋଲିସ ଚଢ଼ାଉ କରିଛି । ଚଢାଉ ବେଳେ 26 ଗୋରୁ ଉଦ୍ଧାର ସହ ଗୋଟିଏ ଟ୍ରକ ଏବଂ ଗୋଟିଏ ପିକଅପ ଜବତ ହୋଇଛି ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO