
ଭଦ୍ରକ,- ଏହି ଜିଲାର ତିହିଡି ତହସିଲ ଅଧୀନ ସୟା ପଂଚାୟତ ମାଧପୁର ଗ୍ରାମରେ ଧାନଗଦାରେ ଅଗ୍ନିକାଣ୍ଡ ଘଟି ୫୦ ବସ୍ତା ଧାନ ଭସ୍ମୀଭୂତ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ମଙ୍ଗରାଜ ପରିଡା ନାମକ ଜଣେ ଚାଷୀଙ୍କର ଧାନଗଦାରେ କୌଣସି ଦୃବୁର୍ ଏହି ଅଗ୍ନିକାଣ୍ଡ ଘଟାଇଥିବାର ଅଭିେଯାଗ ହୋଇଛି। ଖବର ପାଇ ତିହିଡି ଦମକଳ ବାହିନୀ ଘଟଣାସ୍ଥଳରେ ପହô ଜଳୁଥିବା ନିଆଁକୁ ଆୟ କରିବା ସହିତ ପାଖରେ ଥିବା ୩ଟି ଧାନଗଦାକୁ ନିଶ୍ଚିତ ଅଗ୍ନିକାଣ୍ଡରୁ ରକ୍ଷା କରିଛନ୍ତି। ଏହି ଘଟଣାରେ ପୁଲିସ୍ ତଦନ୍ତ କରି ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଶ୍ରୀ ପରିଡା ଦାବି କରିଛନ୍ତି।