
କୋରେଇ – ରୁଢିଆ ସ୍ଥିତ ଗ୍ରାମ ମଙ୍ଗଳ ସମିତି ହାଇସ୍କୁଲର ୧୯୯୬ ମାଟ୍ରିକ ବ୍ୟାଚର ନୂତନ ବର୍ଷ ବନ୍ଧୁ ମିଳନ ଅନୁÂିତ ହୋଇଯାଇଛି । ପୂର୍ଣ୍ଣତୋୟା ବୈତରଈ ନଦୀ ପଠା ତଥା ଲିଙ୍ଗେଶ୍ୱର ଘାଟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ବହୁ ଦୂରଦୁରାନ୍ତରୁ ସାଙ୍ଗମାନେ ଏକାଠି ହୋଇ ଅତୀତର ସ୍ମୃତି ଚାରଣ କରିବା ସହ ଭାବର ଆଦାନ ପ୍ରଦାନ କରିଥିଲେ । କର୍ମମୟ ଜୀବନରେୁ ସମୟ ବାହାର କରି ଦୀର୍ଘ ବର୍ଷ ପରେ ,କାଠି ହୋଇଥିବାରୁ ଏହାକୁ ପୁନ୍ନଜିବୀତ କରି ରଖିବାକୁ ନିଷ୍ପତି ନେଇଥିଲେ । ଅଶ୍ୱନୀ ମହାପାତ୍ର, କିରଣ ସାହୁ, ଶଶିକାନ୍ତ ଜେନା, ଅନୀଲ ମଲ୍ଲିକ, ସୁନିଲ ମଲ୍ଲିକ, କୁଳମଣି ପଣ୍ଡା, ଉପେନ୍ଦ୍ର ଜେନା, ଶାନ୍ତନୁ ସାହୁ, ରଂଜିତ ସାହୁ, ପବିତ୍ର ମିଶ୍ର, ବସନ୍ତ ପତି, ନିବ୍ରତ ଭଦ୍ର, ଉଦୟ ରାଉତ, ରଘୁନାଥ ବେହେରା, ମହେଶ୍ୱର ବେହେରା, ଶଙ୍ର୍କଷଣ ସ୍ୱାଇଁ, ମହେନ୍ଦ୍ର ପାଢୀ, ରମେଶ ଦାସ, ଅଶୋକ ସାହୁ ଆଲୋଚନାରେ ଅଂଶ ଗ୍ରହଣ କରିଥବବା ବେଳେ ଅନ୍ୟ ବନ୍ଦୁମାନେ ଉପସ୍ଥିତ ଥିଲେ ।