ଗଞ୍ଜାମ, ଗଂଜାମ ପୁଲିସ ଜିଲ୍ଲାରେ ମଦ୍ୟପ ଗାଡି ଚାଳକ ଧରପଗଡକୁ ଜୋରଦାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସୋରଡା, ଜଗନ୍ନାଥ ପ୍ରସାଦ, ରମ୍ଭା, ଧରାକୋଟ, ଚମାଖଣ୍ଡି, ପୋଲସରା, ଆସିକା ଓ କବିସୂର୍ଯ୍ଯ ନଗର ଥାନା ଅଂଚଳରେ ଯାଂଚବେଳେ ୧୩ ଜଣ ମଦ୍ୟପ ଗାଡିଚାଳକ ଧରା ପଡିଛନ୍ତି । ସେମାନଙ୍କୁ ଗିରଫ କରାଯାଇଛି ବୋଲି ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO