https://indokalingtimes.com/news-31123/
https://indokalingtimes.com/news-31122/
ବ୍ୟାଘ୍ର ସଂରକ୍ଷଣର ପରିଚାଳନା ଦକ୍ଷତା ମୂଲ୍ୟାଙ୍କନ: 5ମ ଚକ୍ରର ଅନ୍ତିମ ରିପୋର୍ଟ
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ପ୍ରକଳ୍ପ ସମୀକ୍ଷା
ଶ୍ରୀହରିକୋଟାରୁ ପିଏସଏଲଭି ସି56କୁ ମହାକାଶକୁ ପଠାଗଲା
ଆନନ୍ଦପୁର ନିକଟରେ ଓଲଟିଲା ବୋଲ ବମ ଭକ୍ତଙ୍କ ଗାଡି, 5 ଆହତ
ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅଭିଯୁକ୍ତ ଗିରଫ
ଲଘୁଚାପ ସକ୍ରିୟ : ଆସନ୍ତା ୨୪ ଘଂଟା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଅହମଦାବାଦ ରାଜସ୍ଥାନ ହସପିଟାଲରେ ଲାଗିଲା ନିଆଁ, ଶହେ ରୋଗୀଙ୍କୁ ସୁରକ୍ଷିତ ବାହାର କରାଗଲା
ଅଖିଳ ଭାରତୀୟ ଶିକ୍ଷା ସମାଗମର ଆଜି ଦ୍ବିତୀୟ ଦିନରେ ମଧ୍ୟ ଚାଲିଛି ଶିକ୍ଷାକୁ ନେଇ ଚର୍ଚା ଆଲୋଚନା
ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ଘୋଷିତ
ଗତ ୨୪ ଘଂଟା ମଧ୍ୟରେ ୯ ବ୍ଲକରେ ୧୦୦ ମି.ମି.ରୁ ଉର୍ଦ୍ଧ୍ଵ ବର୍ଷା ରେକର୍ଡ଼ : ବାଲିଗୁଡ଼ା ବ୍ଲକରେ ସର୍ବାଧିକ ୧୩୫.୦ ମି.ମି. ବର୍ଷା ଭୁବନେଶ୍ଵର, ୩୦ ଜୁଲାଇ (ହି.ସ.)- ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୯ଟି ବ୍ଲକରେ ୧୦୦ ମି.ମି.ରୁ ଉର୍ଦ୍ଧ୍ଵ ବର୍ଷା ରେକର୍ଡ଼ ହୋଇଛି । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକରେ ସର୍ବାଧିକ ୧୩୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ବରଗଡ଼ ଜିଲ୍ଲାର ଅତାବିରାରେ ୧୨୪.୪ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଲଇକେରାରେ ୧୦୩.୪ ମି.ମି., କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧରେ ୧୨୮.୦, ଫିରିଙ୍ଗିଆରେ ୧୦୫.୪, ସମ୍ବଲପୁର ଜିଲ୍ଲାର ଯୁଯୁମୁରାରେ ୧୨୦.୦, ବାମରାରେ ୧୧୪.୪, ଏବଂ ରେଙ୍ଗାଲିରେ ୧୦୫.୪ ମିମି ବର୍ଷା ରେକର୍ଡ଼ ହୋଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ବ୍ଲକରେ ୧୧୨.୨ ମିମି ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
୧ ଜୁଲାଇରୁ ୩୦ ଜୁଲାଇ ସୁଦ୍ଧା ୩୦୮.୭ ମି.ମି. ବର୍ଷା ରେକର୍ଡ଼ : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୪.୧ ମି.ମି.
ଚଳନ୍ତା ଟ୍ରେନରୁ ଦୁଇ ଆରପିଏଫ୍ ଉଦ୍ଧାର କଲେ ମହିଳାଙ୍କୁ
ବଲାଙ୍ଗିର ରେ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ
ସହାୟତାର ହାତ ବଢାଇଲା ପଶ୍ଚିମ ଓଡିଶା ମହିଳା ସଂଗଠନ,କୁଷ୍ଠରୋଗୀଙ୍କୁ ଟ୍ରାଇ ସାଇକଲ ଓ ହୁଇଲ ଚେୟାର ପ୍ରଦାନ
2024 ମସିହାରେ ବିଜେପି ଖୁବ ଭଲ ପ୍ରଦର୍ଶନ କରିବ – ମନମୋହନ ସାମଲ
ଓପିନିୟନ ପୋଲ କପୋଳକଳ୍ପିତ – କଂଗ୍ରେସ
ଡକ୍ଟର ପତିତପାବନ ମହାନ୍ତି ‘ନିର୍ତାର’ର ନିୟମିତ ନିର୍ଦ୍ଦେଶକ ହେଲେ