ଭୁବନେଶ୍ୱର, 2024 ଲୋକସଭା ନିର୍ବାଚନକୁ ନେଇ ଏକ ଜାତୀୟ ସ୍ତରୀୟ ସର୍ଭେର ରିପୋର୍ଟକୁ କପୋଳ କଳ୍ପିତ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ‘୧୯୯୫ରେ ଓଡ଼ିଶାରେ ବିଜୁ ବାବୁଙ୍କ ସରକାର ହେବ ରିପୋର୍ଟ କହିଥିଲା । ହେଲେ ୧୯୯୫ରେ କଂଗ୍ରେସ ସରକାରକୁ ଫେରିଥିଲା । ୨୦୨୪ରେ ବି ସେଇଆ ହେବ, ୧୦ରୁ ୧୨ ସିଟ୍ କଂଗ୍ରେସ ଜିତିବ ବୋଲି ଶରତ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO