ଭୁବନେଶ୍ୱର, ପ୍ରକାଶ ପାଇଛି ସ୍ପେଶାଲ ଓଜେଇଇ ରେଜଲ୍ଟ । ବିଟେକରେ ୮,୬୫୫ଙ୍କୁ ରାଙ୍କ ମିଳିଥିବା ବେଳେ ଲାଟେରାଲ ଏଂଟ୍ରି ଟେକନିକାଲ ଡିପ୍ଲୋମାରେ ୪,୫୬୮ଙ୍କୁ ରାଙ୍କ ମିଳିଛି । ଛାତ୍ରଛାତ୍ରୀମାନେ //http://ojee.nic.in/odishajee.com ରୁ ରେଜଲ୍ଟ ଜାଣିପାରିବେ । ଗତ ଜୁନ୍ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହୋଇଥିଲା ।
Posted by: Desk, Indo Kaling Times
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO