ଭଦ୍ରକ – ଗ୍ରାମାଂଚଳରେ ବସବାସକରୁଥିବା ସମସ୍ତ ଜନ ସାଧାରଣ ମାନଙ୍କୁ ପାଇପ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ େଯାଗାଇ ଦେବା ଲକ୍ଷ୍ୟରେ ସରକାର ଙ୍କ ପକ୍ଷରୁ ଗ୍ରାମୀଣ ଜଳେଯାଗାଣ ଏବଂ ପରିମଳ େଯାଜନା କାଯ୍ର୍ୟ କାରିକରିଛନ୍ତି ା ହେଲେ ଏହି େଯାଜନା କେବଳ ପାଣି ଟାଙ୍କିରେ ସୀମୀତ ନରଖô ଗ୍ରୀଷ୍ମ ଋତୁର ର ଅବ୍ୟବହିତ ରୁ ଏହାକୁ କାଯ୍ର୍ୟକ୍ଷମ କରିବା ପାଇଁ ଦାବି କରିଛନ୍ତିି ା ସରକାରଙ୍କ ନିୟମାନୁଯାୟୀ ବ୍ଲକ୍ର ସମସ୍ତ ପଂଚାୟତର ସଦର ମୋହକୁମା ମାନଙ୍କରେ ସର୍ବନିମ୍ନ ଗୋଟିଏ ଲେଖାଏଁ ପାଣିଟାଙ୍କିସହ ପµ ହାଉସ ନିର୍ମାଣ ପାଇଁ ବିଧିବଦ୍ଧ େଯାଜନା ରହିଛି ା ହେଲେ ଏହି େଯାଜନା କାଯ୍ର୍ୟ କାଯ୍ର୍ୟକାରୀ ହେବାର ଦୀର୍ଘବର୍ଷ ଅତିକ୍ରାନ୍ତ ପରେ ବି ଆଜି କେବଳ ପାଣିଟାଙ୍କିରେ ସୀମିତ ରହିଛି ା ଏହି ମହତ େଯାଜନା ପାଇଁ କୋଟି କୋଟି ଟଙ୍କାଖଚ୍ର୍ଚ ହୋଇସୁଧା ଏହାର ପ୍ରକୃତ ସୁଫଳ ମିଳିପାରୁନି ା ଏହି ବ୍ଲକ୍ଅଧିନରେ ୨୫ଟି ପଂଚାୟତ ରହିଥିବାରୁ ସେଥିରୁ ବିଭିନ୍ନ ପଂଚାୟତରେ ଉକ୍ତ କାଯ୍ର୍ୟ ସରିବା ସହ ବାକିଥିବା ପଂଚାୟତରେ ଏହା ଚାଲୁରହିଛି ା ଏହି ବିଭାଗ ପକ୍ଷରୁ ପ୍ରତି ଗ୍ରାମ ପଂଚାୟତ ମାନଙ୍କରେ ୨୫ଫୁଟ ଉଚ୍ଚତାରେ ଏକଲକ୍ଷ ଲିଟର ପାଣି ଟାଙ୍କି ନିର୍ମାଣ କରାଯାଇଛି ା ଗ୍ରୀଷ୍ମ ଋତୁ ର ପ୍ରାରମ୍ଭରୁ ଉକ୍ତ ପାଣିଟାଙ୍କି ଗୁଡକୁ ନୂତନ ରଂଗରେ ଅତ୍ୟନ୍ତ ଆକର୍ଷଣୀୟ କରାଯାଉଛି ା ହେଲେ ସେଥିରୁ ଅଦ୍ୟାବଧି ଠୋପାଏ ଜଳ ବାହାରି ପାରୁ ନଥିବାରୁ ଉକ୍ତ େଯାଜନାର ସୁଫଳତା କୁ ନେଇ ଅଂଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ବୃଦ୍ଧିପାଉଛି ା ବନ୍ତ ସଦରମୋହକୁମାରେ ଠାରେ ଥିବା ଉକ୍ତ ପାଣିଟାଙ୍କିରୁ ସଂେଯାଗ କରିଥିବା ତହସିଲ କାଯ୍ର୍ୟାଳୟ ,ସବ୍ରେଜିଷ୍ଟର,ବନ୍ତ ବାଳକ,ବାଳିକା ଉଚ୍ଚ ବିଦ୍ୟାଳୟ,ମହତାବ ଉ.ପ୍ରା ବିଦ୍ୟାଳୟ,ବ୍ଲକ କାଯ୍ର୍ୟାଳୟ ,ବନ୍ତ ବଜାର ଆଦିକୁ ଜଳେଯାଗାଣ ସଂପୂର୍ଣ୍ଣ ବନ୍ଦ ରହିବା େଯାଗୁଁ ତାହା ଆଜି ନଷ୍ଠ ହେବାକୁ ବସିଛି ା ସେହିପରି ବିଭିନ୍ନ ପଂଚାୟତ ରାମଚନ୍ଦ୍ରପୁର,ପଧାନପଡ଼ା ରେ ଥିବା ପାଣି ଟାଙ୍କିିର ଅବସ୍ଥା ତେତୋଧିକ ହୋଇଛି ା ଉକ୍ତ ପ୍ରକଳ୍ପ ରୁ ବିଭିନ୍ନ ଗ୍ରାମ୍ୟ ,ବଜାର ଛକସ୍ଥାନ, ବିଦ୍ୟାଳୟକୁ ସଂେଯାଗ ପାଇଁ ନିମିତ ହୋଇଥିବା ଟ୍ୟାପ ଗୁଡ଼ିକ ବର୍ଷବର୍ଷ ଧରି ଅଧାପନ୍ତରିଆ ଭାବେ ପଡ଼ିରହିଛି ଏହା କେବଳ ଟାଙ୍କିରେ ସୀମିତ ରହିଥିବାର ଅଭିେଯାଗ ହେଉଛି ା ଫଳରେ ଏହି େଯାଜନା କେବଳ ଆକାଶ ଚୁମ୍ବି ସୁନ୍ଦରିଆ ପାଣିଟାଙ୍କିରେ ସୀମିତ ରହିଥିବାର ଅଭିେଯାଗ ହେଉଛି ା
Related Stories
December 21, 2024