
ଜଗନ୍ନାଥ ପ୍ରସାଦ : ଜଗନ୍ନାଥ ପ୍ରସାଦ ବ୍ଲକ ର ଛାମୁଣ୍ଡା ପଞ୍ଚାୟତ ର ଚୋପରା ଠାରୁ ଛାମୁଣ୍ଡା କୁ ସଂଯୋଗ କରିଥିବା ରାସ୍ତା ଅବସ୍ଥା କହିଲେ ନ ସରେ ସେହି ରାସ୍ତା ଦେଇ ସ୍କୁଲ, କଲେଜ, ଠାରୁ ଆରମ୍ଭ କରି ବହୁ ଜନସାଧାରଣ ଯାତାୟାତ କରନ୍ତି ହେଲେ ପ୍ରଶାସନ ର ନଜର ନାହିଁ ବହୁ ଲୋକ ଯାତାୟାତ କଲା ବେଳେ ଦୁର୍ଘଟଣା ମାନ ଘଟୁଛି ଜନସାଧାରଣ ଅଭିଯୋଗ ଯେ ରାସ୍ତାକୁ ପୁନନିର୍ମାଣ କରାଯାଉ