ଓଡିଶା ଚୋପରା ଠାରୁ ଛାମୁଣ୍ଡା ରାସ୍ତା ମରଣ ଯନ୍ତା ପାଲଟିଛି desk December 15, 2019 ଜଗନ୍ନାଥ ପ୍ରସାଦ : ଜଗନ୍ନାଥ ପ୍ରସାଦ ବ୍ଲକ ର ଛାମୁଣ୍ଡା ପଞ୍ଚାୟତ ର ଚୋପରା ଠାରୁ ଛାମୁଣ୍ଡା କୁ ସଂଯୋଗ କରିଥିବା ରାସ୍ତା ଅବସ୍ଥା କହିଲେ ନ ସରେ ସେହି ରାସ୍ତା ଦେଇ ସ୍କୁଲ, କଲେଜ, ଠାରୁ ଆରମ୍ଭ କରି ବହୁ ଜନସାଧାରଣ ଯାତାୟାତ କରନ୍ତି ହେଲେ ପ୍ରଶାସନ ର ନଜର ନାହିଁ ବହୁ ଲୋକ ଯାତାୟାତ କଲା ବେଳେ ଦୁର୍ଘଟଣା ମାନ ଘଟୁଛି ଜନସାଧାରଣ ଅଭିଯୋଗ ଯେ ରାସ୍ତାକୁ ପୁନନିର୍ମାଣ କରାଯାଉ Tags: News of ganjam Continue Reading Previous: ସୁରକ୍ଷା ସ୍ଵେଚ୍ଛାସେବୀଙ୍କ ସଫେଇ ଓ ଜନ ସଚେତନତା କାର୍ଯ୍ୟକ୍ରମNext: ଖରସ୍ରୋତା ନଦୀରେ ବୁଡି ଛାତ୍ରୀ ନିଖୋଜ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 16 September 2024 important news 1 min read ଓଡିଶା Indo Kaling Times 16 September 2024 important news September 16, 2024 ପୁସ୍କର ସିଂହ ଧାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓଡିଶା ପୁସ୍କର ସିଂହ ଧାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ September 16, 2024 ପୁସ୍କର ସିଂହ ଧାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପୁସ୍କର ସିଂହ ଧାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ September 16, 2024