ପୁରୀ , ଶ୍ରୀଜୀଉ ମାନଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ରାଜ୍ଯ ତଥା ରାଜ୍ଯ ବାହାରୁ ଅନେକ ଭକ୍ତ ବଡଦାଣ୍ଡରେ ସମାଗମ ହୋଇଥିଲେ l ଏହି ଅବସରରେ ଆଜି ଉର୍ଜାବାନ ଓଡିଶା ପରିବାର ପକ୍ଷରୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଜଳ ସିଞ୍ଚନ, ପାନୀୟ ଜଳ ବିତରଣ, ସର୍ବତ ବିତରଣ ଅସୁସ୍ଥ ଭକ୍ତଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତରଣ, ସଫେଇ କାର୍ଯ୍ୟ ତଥା ପ୍ରଶାସନ ସହ ମିଶି ଟ୍ରାଫିକ୍ ନିୟନ୍ତ୍ରଣ ଆଦି କାର୍ଯ୍ୟ କରାଯାଇଛି l ସଂଗଠନର ସଭାପତି ସନ୍ତୋଷ ସେନାପତି, ସଂପାଦିକା ନିହାରିକା ତ୍ରିପାଠୀ, ଜିତେନ୍ଦ୍ର ପାତ୍ର. ମନୋରଞ୍ଜନ ରଥ. ଆଦର୍ଶ ମିଶ୍ର. ସନ୍ତୋଷ ମୁଖି, ଚିତ୍ତ ରଞ୍ଜନ ଜେନା, ଜଗନ୍ନାଥ ପଣ୍ଡା ସୀତାରାମ ସେନାପତି ଦିଲ୍ଲୀପ ଚି଼ନେରା, ଅନ୍ୟ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ l
Related Stories
May 6, 2024