କିଶ୍ତୱାଡ, ଜାମ୍ମୁ କାଶ୍ମୀରର କିଶ୍ତୱାଡ ଠାରେ ପାଂଚଟି ସ୍ଥାନରେ ଏନଆଇଏ ଟିମ ଗୁରୁବାର ସକାଳୁ ଚଢାଉ କରିଛି । ପ୍ରତିବନ୍ଧିତ ଜମିୟତ ଇସଲାମୀ ସହ ଜଡିତ ଲୋକ ମାନଙ୍କ ଘର ଉପରେ ଚଢାଉ କରାଯାଉଛି । ଟେରର ଫଣ୍ଡିଂ ଓ ଓଭର ଗ୍ରାଉଣ୍ଡ ନେଟୱର୍କ ପାଇଁ ଏହି ରେଡ କରାଯାଉଛି ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO