ଭୁବନେଶ୍ୱର, ବୌଦ୍ଧ ଉପକାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଗାଧୁଆ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ହେଲେ ବାଉଁଶୁଣି ଥାନା ଜମଘାଟିର ରବୀନ୍ଦ୍ର ମେହେର । ସେ ବୌଦ୍ଧ ଉପକାରାଗାରରେ ଆଜୀବନ ସଜା କଟୁଥିଲେ ।
Related Stories
May 19, 2024