ଭୁବନେଶ୍ୱର,ଲେଡି ବ୍ଲକ୍ ମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ । ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପାସପୋର୍ଟ ଜମା କରିବା, କାହାକୁ ଧମକ ନଦେବା, ତଦନ୍ତରେ ସହଯୋଗ କରିବା ପାଇଁ ସର୍ତ ରଖିଛନ୍ତି କୋର୍ଟ । ଖଣ୍ଡଗିରି ଥାନାରେ ହୋଇଥିବା ଏତଲା ଉପରେ ଏହି ଜାମିନ ମିଳିଛି । ଜଗବନ୍ଧୁଙ୍କ ବିରୋଧରେ ଇଡି ସମେତ ୩ ଟି ମାମଲା ରହିଥିବା ବେଳେ ଗୋଟିଏରେ ଜାମିନ ମିଳିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO