ମୁଖୀଗୁଡା,କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ଗିରିଧାରୀ ନାଏକ(୪୦) ସାପ କାମୁଡା ରେ ମୃତ୍ୟୁ ଘଟିଛି ।ଆଜି ସକାଳ ୮ସମୟରେ ଗିରିଧାରୀ ଶଶୁର ଘର ଯିବା ପାଇଁ ଘରେ ମୋଟର ସାଇକେଲ ଚାବି ଖୋଜିବା ସମୟରେ ତାଙ୍କୁ ଏକ ନାଗ ସାପ କାମୁଡି ଦେଇଥିଲା।ଘର ଲୋକେ ତାଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ।କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ କୁ ହସ୍ତାନ୍ତର କରିଛି।ମୃତ ଗିରିଧାରୀଙ୍କ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଉଛି ।
Related Stories
May 16, 2024