ବ୍ରହ୍ମପୁର : ସବୁବେଳେ ଲୋକଙ୍କ ସହ ରହିବାକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି ଗଂଜାମ ଜିଲ୍ଲାର ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ଗୁରୁବାର ଆଉ ଏକ ମହନୀୟ କାର୍ଯ୍ୟ କରି ପୁଣି ଚର୍ଚ୍ଚା ଭିତରକୁ ଆସିଛନ୍ତି। ଆଜି ଏକ ରକ୍ତଦାନ ଶିବିରକୁ ଉଦଘାଟନ କରି ନିଜେ ରକ୍ତ ଦାନ କରି ସମସ୍ତକୁଂ ଉସ୍ଛାହିତ କରିବା ସହ ଅନ୍ୟ ମାନକଂ ପାଇଁ ଉଦାହରଣ ପାଲଟିଛନ୍ତି। “ମୋ ହସ୍ପିଟାଲ ମୋ ଗର୍ବ ” କାଯ୍ୟକ୍ରମ ବ୍ରହ୍ମପୁର ସିଟି ହସ୍ପିଟାଲ ପରିସରରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିର କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ନିଜେ ରକ୍ତଦାନ କରି ଉପସ୍ଥିତ ବ୍ୟକ୍ତିଙ୍କୁ ରକ୍ତଦାନ କରିବାକୁ ପରାମର୍ଶ କୁ ଦେଇଥିଲେ। ବିଭିନ୍ନ ସ୍ଥାନରେ ରୋଗୀ ରକ୍ତ ବୁନ୍ଦାଏ ପାଇଁ ଛଟପଟ ହୋଇ ମରୁଛନ୍ତି । “ମୋ ହସ୍ପିଟାଲ ମୋ ଗର୍ବ” ଦ୍ବାରା ଲୋକକୁଂ ଉତ୍ତମ ସ୍ବାସ୍ଥ୍ୟସେବା ସହ ହସ୍ପିଟାଲର ବିକାଶ କେମିତି ହେବ ସେନେଇ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି।

Related Stories
November 24, 2024
November 24, 2024